କଂଗ୍ରେସ ଓ ବିଜେପିର ସହସହ କର୍ମୀ ଓ ନେତା ବିଜେଡିରେ ସାମିଲ…

👇खबर सुनने के लिए प्ले बटन दबाएं

କଂଗ୍ରେସ ଓ ବିଜେପିର ସହସହ କର୍ମୀ ଏବଂ ନେତା ବିଜେଡିରେ ସାମିଲ…

ଜଗତସିଂହପୁର,K7khabar: ବର୍ତ୍ତମାନ ସାଧାରଣ ନିର୍ବାଚନକୁ ନେଇ ସାରା ରାଜ୍ୟ ଚଳ ଚଞ୍ଚଳ। ନିର୍ବାଚନ ତାରିଖ ଯେତିକି ପାଖେଇ ପାଖରେ ଆସୁଛି,ବିଭିନ୍ନ ଦଳର ରଣନୀତି ସେତିକି ଜୋରଦାର ହେଉଛି। ଏହି ପରିପ୍ରେକ୍ଷୀରେ ସାଧାରଣ ନିର୍ବାଚନକୁ ନେଇ ଜଗତସିଂହପୁର ନିର୍ବାଚନ ମଣ୍ଡଳୀରେ ମଧ୍ୟ ନିର୍ବାଚନୀ ମାହୋଲ ସରଗରମ ହେବାରେ ଲାଗିଛି।

କଂଗ୍ରେସର ପୁରୁଖା ନେତା ଚିରଞ୍ଜୀବ ବିଶ୍ଵାଳ ବିଜୁ ଜନତା ଦଳରେ ସାମିଲ ହେବା ପରେ ଜିଲ୍ଲାରେ ଦଳର ଶକ୍ତି ବୃଦ୍ଧି ହେବା ସହ କର୍ମୀ ମାନଙ୍କ ମନରେ ଉତ୍ସାହ ଭରି ଯାଇଛି। ବର୍ତ୍ତମାନ ଜିଲ୍ଲାର ଦୁଇ ହାଇ ଭୋଲ୍ଟେଜ ନେତା; ଚିରଞ୍ଜୀବ ବିଶ୍ଵାଳ ଓ ପ୍ରଶାନ୍ତ ମୁଦୁଲି ଏବଂ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ସହ ସହ କଂଗ୍ରେସ ଏବଂ ବିଜେପିର ନେତା ଓ କର୍ମୀମାନେ ପ୍ରତ୍ୟେକ ଦିନ ବିଜୁ ଜନତା ଦଳରେ ସାମିଲ ହେଉଛନ୍ତି।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights