ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ଓଡ଼ିଶା ସରକାରଙ୍କ ଲେଖାନୁଦାନ ବଜେଟ…
ଭୁବନେଶ୍ୱର,k7khabar: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଲେଖାନୁଦାନ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହି ଆର୍ଥିକ ବର୍ଷ ପାଇଁ ₹୨.୫୫ ଲକ୍ଷ କୋଟିର ବ୍ୟୟବରାଦ ହୋଇଛି। ଏଥିରେ ଅଭିବୃଦ୍ଧି, ବିକାଶ, ଭିତ୍ତିଭୂମି ଉନ୍ନୟନ ଓ ପୁଞ୍ଜିନିବେଶ ଉପରେ ବିଶେଷ ଗୁରୁତ୍ଵ ଦିଆଯାଇଛି।
୨୦୨୪-୨୫ ଲେଖାନୁଦାନ ବଜେଟ ଆକଳନର ମୁଖ୍ୟାଂସ ଦେଖିବା ପାଇଁ ଏହି ଲିଙ୍କ୍ କୁ କ୍ଲିକ୍ କରନ୍ତୁ…
drive.google.com/file/d/1OSujga…
https://drive.google.com/file/d/1OSujga3OkO5x2PCVxhqtcNv29LWa81GI/view?usp=drivesdk