ସରକାରୀ କର୍ମଚାରୀ ଓ ବିଭାଗୀୟ ମୁଖ୍ୟ ମାନଙ୍କୁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ…

👇खबर सुनने के लिए प्ले बटन दबाएं

ସରକାରୀ କର୍ମଚାରୀ ଓ ବିଭାଗୀୟ ମୁଖ୍ୟ ମାନଙ୍କୁ ମୁଖ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ…

ଭୁବନେଶ୍ୱର,K7khabar: ଗତ ମାର୍ଚ୍ଚ ୧୬ରୁ ସାରା ରାଜ୍ୟରେ ଆଦର୍ଶ ଆଚରଣ ସଂହିତା (Model Code of Conduct) ଲାଗୁ କରାଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ଆଚରଣ ବିଧିକୁ କଡ଼ାକଡ଼ି ଭାବେ ପାଳନ ତଥା ନିରପେକ୍ଷତା ଅବଲମ୍ବନ କରିବା ପାଇଁ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟରେ କର୍ଯ୍ୟରତ କର୍ମଚାରୀ ଏବଂ ସମସ୍ତ ବିଭାଗୀୟ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Leave a Comment

  • 7k Network
  • best news portal development company in india
  • UPSE Coaching
Verified by MonsterInsights